பொருள் : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
							எடுத்துக்காட்டு : 
							ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
							
ஒத்த சொற்கள் : ଦୋଳନ
பிற மொழிகளில் மொழிபெயர்ப்பு :
பொருள் : ଝୁଲଣରେ ବସି ଝୁଲିବା
							எடுத்துக்காட்டு : 
							ସେ ଘଣ୍ଟେ ହେଲା ଝୁଲୁଛି
							
பிற மொழிகளில் மொழிபெயர்ப்பு :
பொருள் : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
							எடுத்துக்காட்டு : 
							କାନ୍ଥରୁ ରସିଟିଏ ଝୁଲୁଛି
							
ஒத்த சொற்கள் : ଲଟକିବା
பிற மொழிகளில் மொழிபெயர்ப்பு :
பொருள் : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							எடுத்துக்காட்டு : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
ஒத்த சொற்கள் : ହଲିବା
பிற மொழிகளில் மொழிபெயர்ப்பு :