பொருள் : କୌଣସି ଜିନିଷ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବା
							எடுத்துக்காட்டு : 
							ଏହି ଦୁଇଟି ଜିନିଷ ମଧ୍ୟରେ ଠିକ୍ ଓ ଭୁଲ୍କୁ ଚିହ୍ନ
							
ஒத்த சொற்கள் : ଚିହ୍ନିବା
பிற மொழிகளில் மொழிபெயர்ப்பு :
பொருள் : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
							எடுத்துக்காட்டு : 
							ପ୍ରସବ ବେଦନା ବାଞ୍ଝ କି ଜାଣେ
							
ஒத்த சொற்கள் : ବୁଝିବା
பிற மொழிகளில் மொழிபெயர்ப்பு :
Have firsthand knowledge of states, situations, emotions, or sensations.
I know the feeling!.பொருள் : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
							எடுத்துக்காட்டு : 
							ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
							
ஒத்த சொற்கள் : ଚିହ୍ନିବା
பிற மொழிகளில் மொழிபெயர்ப்பு :
பொருள் : ଅଭିଜ୍ଞ କିମ୍ବା ପରିଚିତ ହେବା
							எடுத்துக்காட்டு : 
							ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ  ମୁଁ ଏବେ ଜାଣିଲି ଯେ ସେ  ଲେଖାପଢ଼ା ଜାଣେନାହିଁ
							
ஒத்த சொற்கள் : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
பிற மொழிகளில் மொழிபெயர்ப்பு :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।பொருள் : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							எடுத்துக்காட்டு : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
ஒத்த சொற்கள் : ଚିହ୍ନିବା
பிற மொழிகளில் மொழிபெயர்ப்பு :
Be familiar or acquainted with a person or an object.
She doesn't know this composer.பொருள் : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
							எடுத்துக்காட்டு : 
							ଏହି ଖବର ଆପଣଙ୍କଦ୍ୱାରା ଜାଣିଲି  ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
							
ஒத்த சொற்கள் : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							எடுத்துக்காட்டு : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
ஒத்த சொற்கள் : ଚିହ୍ନିବା
பிற மொழிகளில் மொழிபெயர்ப்பு :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।