பொருள் : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
							எடுத்துக்காட்டு : 
							ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
							
ஒத்த சொற்கள் : ଫୁଙ୍କିବା
பிற மொழிகளில் மொழிபெயர்ப்பு :
பொருள் : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
							எடுத்துக்காட்டு : 
							ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
							
ஒத்த சொற்கள் : ଇର୍ଷାନ୍ୱିତ କରାଇବା, ଚିଡ଼େଇବା
பிற மொழிகளில் மொழிபெயர்ப்பு :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।