பொருள் : ଚିହ୍ନ, ସୂତ୍ର ଆଦିର ମାଧ୍ୟମରେ ବତାଇବା ବା ଖବର ଦେବା
							எடுத்துக்காட்டு : 
							ଆପଣ କଣ ଏହି ଦୁଇ ସହର ମଧ୍ୟରେ ଥିବା ଦୂରତାକୁ କି.ମି.ରେ ବତାଇବେ?
							
ஒத்த சொற்கள் : ଜ୍ଞାତ କରାଇବା, ବତାଇବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ଓ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା
							எடுத்துக்காட்டு : 
							ରହିମ ଆଜି ଆସିବନି ବୋଲି ସେ କହିଲା
							
ஒத்த சொற்கள் : କହିବା, ବତେଇବା, ସୂଚନା ଦେବା, ସୂଚିତ କରିବା
பிற மொழிகளில் மொழிபெயர்ப்பு :
किसी वस्तु, काम आदि के बारे में बताना।
उसने कहा कि रहीम आज नहीं आयेगा।பொருள் : ଯାହା କାହାରି ମନରେ ନ ଥାଏ ତାକୁ ଜଣାଇ ତାଙ୍କ ମନମଧ୍ୟକୁ ଆଣିବା
							எடுத்துக்காட்டு : 
							ମୁଁ ତାଙ୍କୁ ଜଣାଇଲି ଯେ ମୁଁ ସବୁ ଭୁଲିଯାଇଛି  ଜିଲ୍ଲାଧିକାରୀଙ୍କୁ ଘେରାଉକରି କୃଷକମାନେ ତାଙ୍କ ବିରୋଧର ସୂଚନା ଦେଲେ
							
ஒத்த சொற்கள் : ଜ୍ଞାତ କରିବା, ସୂଚନାଦେବା, ସୂଚିତକରିବା
பிற மொழிகளில் மொழிபெயர்ப்பு :