பொருள் : ନିଜର ଅଧିକାର, ପ୍ରଭୁତ୍ୱ ଅବା ସ୍ୱାମୀତ୍ୱ ଛଡ଼ାଇ ନେବା କିମ୍ବା ଅଧିକାର, ପ୍ରଭୁତ୍ୱଆଦିରୁ ଦୂରେଇ ଯିବା
							எடுத்துக்காட்டு : 
							ରାଜା ରାଜସିଂହାସନକୁ ପରିତ୍ୟାଗ କଲେ  ମିଥ୍ୟା ଆରୋପ ଲାଗିବାରୁ ସଂଚାଳକ ନିଜ ପଦରୁ ଦୂରେଇ ଗଲେ
							
ஒத்த சொற்கள் : ଦୂରେଇଯିବା, ପରିତ୍ୟାଗ କରିବା, ହଟିଯିବା
பிற மொழிகளில் மொழிபெயர்ப்பு :
अपना अधिकार, प्रभुत्व या स्वामित्व हटा लेना या अधिकार, प्रभुत्व आदि से हट जाना।
राजा ने राज गद्दी का परित्याग किया।பொருள் : କିଛି କାରଣରୁ କୌଣସି କାମ ନ କରିବା
							எடுத்துக்காட்டு : 
							ମୁଁ ଦ୍ୱିତୀୟ ତଥା ପଞ୍ଚମ ପ୍ରଶ୍ନ ଛାଡ଼ିଲି
							
ஒத்த சொற்கள் : ବିଦାକରିବା
பிற மொழிகளில் மொழிபெயர்ப்பு :
किसी कारण से कोई कार्य न करना।
मैंने दूसरा तथा पाँचवाँ प्रश्न छोड़ा।பொருள் : କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
							எடுத்துக்காட்டு : 
							ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
							
ஒத்த சொற்கள் : ଅପରାଧ ମୁକ୍ତ କରିବା, ଦୋଷ ମୁକ୍ତ କରିବା
பிற மொழிகளில் மொழிபெயர்ப்பு :
किसी को उसके द्वारा किए हुए अपराध के आरोप से मुक्त कर देना।
न्यायाधीश ने कैदी को बरी किया।பொருள் : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
							எடுத்துக்காட்டு : 
							ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
							
ஒத்த சொற்கள் : ତ୍ୟାଗକରିବା
பிற மொழிகளில் மொழிபெயர்ப்பு :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।பொருள் : କୌଣସି କାରଣରୁ କିଛି କାମ ନହେଇପାରିବା
							எடுத்துக்காட்டு : 
							ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
							
ஒத்த சொற்கள் : ରହିଯିବା
பிற மொழிகளில் மொழிபெயர்ப்பு :