பொருள் : ତେଲରେ ବା ଘିଅରେ କଡ଼କଡ଼ କରି ଭାଜିବା
							எடுத்துக்காட்டு : 
							ମୀରା ମାଛ ଛାଣୁଛି
							
ஒத்த சொற்கள் : ଭାଜିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ତରଳ ପଦାର୍ଥକୁ ଏକ ପତଳା କନାରେ ଛାଣି ସେଥିରେ ଥିବା ମଇଳାକୁ ଅଲଗା କରିବା
							எடுத்துக்காட்டு : 
							ମା ଚା’ ଛାଣୁଥିଲେ
							
பிற மொழிகளில் மொழிபெயர்ப்பு :
பொருள் : ଜାଲିଚଟୁଆଦିର ସହାୟତାରେ କଡ଼େଇରୁ ପୂରି,ଖାଦ୍ୟଦ୍ରବ୍ୟଆଦି ବାହାର କରିବା
							எடுத்துக்காட்டு : 
							ସେ ଅତିଥିଙ୍କପାଇଁ ପକୁଡ଼ି ଛାଣୁଛି  କଞ୍ଚା ପୂରି ଛାଣନାହିଁ
							
பிற மொழிகளில் மொழிபெயர்ப்பு :