பொருள் : ସୈନିକମାନଙ୍କ ରହିବାପାଇଁ ସ୍ଥାନ
							எடுத்துக்காட்டு : 
							ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
							
ஒத்த சொற்கள் : ଶିବିର, ସୈନିକ ଶିବିର
பிற மொழிகளில் மொழிபெயர்ப்பு :
Temporary living quarters specially built by the army for soldiers.
Wherever he went in the camp the men were grumbling.பொருள் : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
							எடுத்துக்காட்டு : 
							ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
							
பிற மொழிகளில் மொழிபெயர்ப்பு :
பொருள் : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ
							எடுத்துக்காட்டு : 
							ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି
							
ஒத்த சொற்கள் : ତମ୍ବୁ
பிற மொழிகளில் மொழிபெயர்ப்பு :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.பொருள் : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
							எடுத்துக்காட்டு : 
							ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
							
பிற மொழிகளில் மொழிபெயர்ப்பு :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment