பொருள் : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
							எடுத்துக்காட்டு : 
							ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
							
ஒத்த சொற்கள் : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
பிற மொழிகளில் மொழிபெயர்ப்பு :
பொருள் : କାହାକୁ ଉତ୍ତେଜିତ କରିବା
							எடுத்துக்காட்டு : 
							ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
							
ஒத்த சொற்கள் : ଉତ୍ତେଜିତକରିବା, ଉସକେଇବା, ଟିହାଇବା
பிற மொழிகளில் மொழிபெயர்ப்பு :
பொருள் : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
							எடுத்துக்காட்டு : 
							ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
							
ஒத்த சொற்கள் : ଇର୍ଷାନ୍ୱିତ କରାଇବା, ଜଳେଇବା
பிற மொழிகளில் மொழிபெயர்ப்பு :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।