பொருள் : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
							எடுத்துக்காட்டு : 
							ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
							
பிற மொழிகளில் மொழிபெயர்ப்பு :
Any plumbaginaceous plant of the genus Plumbago.
plumbagoபொருள் : ତିଳ ବା ଅନ୍ୟ କୌଣସି ଚିହ୍ନ ଆଦି ଯାହା ଚର୍ମ ଉପରେ ଛୁଞ୍ଚିରେ ଫୋଡ଼ାଯାଇ ତିଆରି କରାଯାଇଥାଏ
							எடுத்துக்காட்டு : 
							ଶୀଲା ଚିତା କୁଟାଉଛି
							
பிற மொழிகளில் மொழிபெயர்ப்பு :
A design on the skin made by tattooing.
tattooபொருள் : ଶବ ଜଳାଯାଉଥିବା ବଛାବଛା କାଠର ଗଦା
							எடுத்துக்காட்டு : 
							ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍ଭାବ,  ପ୍ରେମ,ଅହିଂସା ସବୁକିଛି ଜଳି ପାଉଁଶ ହୋଇଗଲାଣି
							
பிற மொழிகளில் மொழிபெயர்ப்பு :