பொருள் : ଚାଲୁହେବା ବା ରହିବାର ପ୍ରକ୍ରିୟା, ଅବସ୍ଥା ବା ଭାବ
							எடுத்துக்காட்டு : 
							କିଛି ସମୟ ପର୍ଯ୍ୟନ୍ତ ଚାଲିବା ପରେ ଯନ୍ତ୍ରଟି ନିଜକୁ ନିଜେ ବନ୍ଦ ହୋଇଗଲା
							
பிற மொழிகளில் மொழிபெயர்ப்பு :
பொருள் : ପ୍ରବାହିତ ହେବା
							எடுத்துக்காட்டு : 
							ନଦୀରେ ଡଙ୍ଗା ଚାଲୁଛି
							
பிற மொழிகளில் மொழிபெயர்ப்பு :
பொருள் : ଗତି ହେବା
							எடுத்துக்காட்டு : 
							ଗାଁରେ ଏବେ ରାମାୟଣ ପାଠ ଚାଲୁଛି
							
ஒத்த சொற்கள் : ଚାଲୁରହିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟରେ ଅଗ୍ରସର ହେବା
							எடுத்துக்காட்டு : 
							ଆମକୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ହେବ
							
ஒத்த சொற்கள் : ଆଗକୁ ବଢିବା
பிற மொழிகளில் மொழிபெயர்ப்பு :
பொருள் : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
							எடுத்துக்காட்டு : 
							ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
							
ஒத்த சொற்கள் : ଉପଯୋଗରେ ଆସିବା, କାମ କରିବା
பிற மொழிகளில் மொழிபெயர்ப்பு :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।பொருள் : ସମ୍ବନ୍ଧ, ବ୍ୟବହାର ଆଦି ଠିକ୍ ଭାବରେ ଚାଲିବା
							எடுத்துக்காட்டு : 
							ଦେଖ, ମିଥ୍ୟା ଆଧାରରେ ନିର୍ମିତ ସମ୍ବନ୍ଧ କେତେଦିନ ଚାଲିବ
							
ஒத்த சொற்கள் : ନିର୍ବାହିତ ହେବା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା
							எடுத்துக்காட்டு : 
							ପିଲାଟି ଢଳି ଢଳି ଚାଲୁଛି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ଆଦିର ପ୍ରଚଳନରେ ଆସିବା
							எடுத்துக்காட்டு : 
							ତୁଗଲକ ସମୟରେ ତାଙ୍କ ନାମରେ ମୁଦ୍ରା ପ୍ରଚଳିତ ହୋଇଥିଲା
							
ஒத்த சொற்கள் : ପ୍ରଚଳିତ ହେବା
பிற மொழிகளில் மொழிபெயர்ப்பு :
किसी वस्तु आदि का प्रचलन में आना।
तुगलक के समय में उसके नाम के सिक्के चले।பொருள் : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
							எடுத்துக்காட்டு : 
							ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
							
ஒத்த சொற்கள் : ତିଷ୍ଠି ରହିବା, ରହିବା
பிற மொழிகளில் மொழிபெயர்ப்பு :
பொருள் : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
							எடுத்துக்காட்டு : 
							ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
							
ஒத்த சொற்கள் : ଗମନ କରିବା, ଦୌଡିବା, ବିସ୍ତାରିତ ହେବା, ବିସ୍ତୃତ ହେବା, ଯିବା
பிற மொழிகளில் மொழிபெயர்ப்பு :
பொருள் : ଲାଠି ଆଦିର ପ୍ରୟୋଗ ବା ପ୍ରହାର ହେବା
							எடுத்துக்காட்டு : 
							ଆଜି ରାଉତ ବସ୍ତିରେ ଲାଠି ଚାଲିଲା
							
பிற மொழிகளில் மொழிபெயர்ப்பு :