பொருள் : ଯେଉଁ ଅଦ୍ଭୁତ ଖେଳ ବା କର୍ମର ରହସ୍ୟ ଦର୍ଶକମାନେ ବୁଝିପାରନ୍ତି ନାହିଁ
							எடுத்துக்காட்டு : 
							ଜାଦୁଗର ଜାଦୁରେ ମିଠେଇ ବନାଇଲେ
							
ஒத்த சொற்கள் : ଇନ୍ଦ୍ରଜାଲ, ଜାଦୁ, ଜାଦୁଗରୀ
பிற மொழிகளில் மொழிபெயர்ப்பு :
An illusory feat. Considered magical by naive observers.
conjuration, conjuring trick, deception, illusion, legerdemain, magic, magic trick, thaumaturgy, trickபொருள் : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
							எடுத்துக்காட்டு : 
							ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
							
ஒத்த சொற்கள் : ଅଦ୍ଭୁତ କାମ, ଆଶ୍ଚର୍ଯ୍ୟ, କମାଲ୍, ବିସ୍ମୟ
பிற மொழிகளில் மொழிபெயர்ப்பு :
Any amazing or wonderful occurrence.
miracle