பொருள் : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
							எடுத்துக்காட்டு : 
							ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
							
ஒத்த சொற்கள் : ଦଳିବା
பிற மொழிகளில் மொழிபெயர்ப்பு :
பொருள் : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
							எடுத்துக்காட்டு : 
							ଭାଉଜ ଅଟା ଚକଟୁଛନ୍ତି
							
ஒத்த சொற்கள் : ଦଳିବା, ମର୍ଦ୍ଦନକରିବା
பிற மொழிகளில் மொழிபெயர்ப்பு :
பொருள் : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							எடுத்துக்காட்டு : 
							ସେ ସାପର ମୁଣ୍ଡକୁ ଦଳୁଛି
							
ஒத்த சொற்கள் : ଛେଚିବା, ଦଳିବା, ମର୍ଦ୍ଦନ କରିବା
பிற மொழிகளில் மொழிபெயர்ப்பு :