பொருள் : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
							எடுத்துக்காட்டு : 
							ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
							
ஒத்த சொற்கள் : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ
பிற மொழிகளில் மொழிபெயர்ப்பு :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।பொருள் : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
							எடுத்துக்காட்டு : 
							ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
							
பிற மொழிகளில் மொழிபெயர்ப்பு :
एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।
घोड़े पर चढ़कर बाई पंखा साफ करने लगी।பொருள் : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ
							எடுத்துக்காட்டு : 
							ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି
							
ஒத்த சொற்கள் : ଘୋଡ଼ିଆ
பிற மொழிகளில் மொழிபெயர்ப்பு :
பொருள் : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ
							எடுத்துக்காட்டு : 
							ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ
							
ஒத்த சொற்கள் : ଟ୍ରିଗର
பிற மொழிகளில் மொழிபெயர்ப்பு :
பொருள் : ଅଣ୍ଡିରା ଘୋଡ଼ା
							எடுத்துக்காட்டு : 
							ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
							
ஒத்த சொற்கள் : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ
பிற மொழிகளில் மொழிபெயர்ப்பு :
The male of species Equus caballus.
male horse