பொருள் : କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
							எடுத்துக்காட்டு : 
							ସମାଜବାଦୀ କାର୍ଯ୍ୟକର୍ତ୍ତା ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ
							
ஒத்த சொற்கள் : ସ୍ଳୋଗାନ
பிற மொழிகளில் மொழிபெயர்ப்பு :
பொருள் : ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
							எடுத்துக்காட்டு : 
							ନିଜ ଦାବି ପୂରଣ ନହେବା କାରଣରୁ ଶ୍ରମିକ ନେତାମାନେ ହରତାଳ କରିବାକୁ ଘୋଷଣାକଲେ
							
பிற மொழிகளில் மொழிபெயர்ப்பு :
A formal public statement.
The government made an announcement about changes in the drug war.பொருள் : ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
							எடுத்துக்காட்டு : 
							ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବାପାଇଁ ଘୋଷଣା କଲେ
							
பிற மொழிகளில் மொழிபெயர்ப்பு :
A formal public statement.
The government made an announcement about changes in the drug war.