பொருள் : ଏକ ମାତ୍ରାଯୁକ୍ତ ଛନ୍ଦ ଯାହାର ପ୍ରତ୍ୟେକ ପାଦରେ ଏଗାର ଏବଂ ତେର ସ୍ଥାନରେ ବିଶ୍ରାମ ନେବାଦ୍ୱାରା ଚବିଶ ମାତ୍ରା ହୋଇଥାଏ
							எடுத்துக்காட்டு : 
							ଘୋଷର ବିଷମ ପାଦରେ ଏଗାର-ଏଗାର ଏବଂ ସମ ଚରଣରେ ତେର-ତେର ମାତ୍ରା ଥାଏ
							
ஒத்த சொற்கள் : ରୋଳା
பிற மொழிகளில் மொழிபெயர்ப்பு :
பொருள் : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି
							எடுத்துக்காட்டு : 
							ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା
							
ஒத்த சொற்கள் : ନାଦ
பிற மொழிகளில் மொழிபெயர்ப்பு :
பொருள் : ଘୋର ଶବ୍ଦ କରିବା କ୍ରିୟା
							எடுத்துக்காட்டு : 
							ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
							
ஒத்த சொற்கள் : ଗର୍ଜନ
பிற மொழிகளில் மொழிபெயர்ப்பு :