பொருள் : ଭଲରୂପେ ଅବା ପୂରାମାତ୍ରାରେ ଗୋଳାଇବାର କାର୍ଯ୍ୟ
							எடுத்துக்காட்டு : 
							ଜଳରେ ଲୁଣ ଗୋଳାଇବା ପରେ ଏଥିରେ ଅଳ୍ପ ମିଠା ପକାଅ
							
பிற மொழிகளில் மொழிபெயர்ப்பு :
अच्छी तरह से या पूरी तरह से गलने या पिघलने की क्रिया।
घी के विगलन के पश्चात् उसे आटे में मिला दें।பொருள் : ଆଉଟିବାକାମ ଅନ୍ୟ କାହାଦ୍ୱାରା କରାଇବା
							எடுத்துக்காட்டு : 
							ସେ ଗଉଡ଼ଦ୍ୱାରା ହିଁ  ଦୁଧ ଆଉଟାଇଲା
							
ஒத்த சொற்கள் : ଆଉଟାଇବା, ଗାଢାକରାଇବା, ଘଣ୍ଟାଇବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଦ୍ରବଣରେ କୌଣସି ବସ୍ତୁକୁ ହଲେଇକି ମିଶେଇବା
							எடுத்துக்காட்டு : 
							ଆମେ ସରବତ୍ ତିଆରି କରିବାପାଇଁ ପାଣିରେ ଚିନି ଗୋଳାଉ
							
ஒத்த சொற்கள் : ମିଶେଇବା, ମିଶ୍ରଣ କରିବା
பிற மொழிகளில் மொழிபெயர்ப்பு :
किसी द्रव पदार्थ में कोई वस्तु हिलाकर मिलाना।
हम शरबत बनाने के लिए पानी में शक्कर घोलते हैं।