பொருள் : ଦେଶରେ ଶାସନ କରୁଥିବା ସରକାର ଯାହାଙ୍କ ମୁଖ୍ୟାଳୟ ଦେଶର ରାଜଧାନୀରେ ଥାଏ
							எடுத்துக்காட்டு : 
							କେନ୍ଦ୍ର ଚାଷୀଙ୍କ ନିମନ୍ତେ ନୂଆନୂଆ ଯୋଜନାସବୁ ପ୍ରଣୟନ କରୁଛି
							
ஒத்த சொற்கள் : କେଂଦ୍ର ସରକାର, କେନ୍ଦ୍ର, କେନ୍ଦ୍ର ସରକାର
பொருள் : ଜନ୍ମକୁଣ୍ଡଳୀରେ ଗ୍ରହଙ୍କ ପ୍ରଥମ, ଚତୁର୍ଥ, ସପ୍ତମ ଏବଂ ଦଶମତମ ସ୍ଥାନ
							எடுத்துக்காட்டு : 
							ଜ୍ୟୋତିଷେ କେନ୍ଦ୍ରକୁ ଶୁଭ ଫଳଦାୟୀ ବୋଲି କହୁଛନ୍ତି
							
ஒத்த சொற்கள் : କେନ୍ଦ୍ର
பிற மொழிகளில் மொழிபெயர்ப்பு :
பொருள் : ଆପଣଙ୍କ ରୁଚିଥିବା ବା ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିବା ବସ୍ତୁ
							எடுத்துக்காட்டு : 
							ପଡିଆର ଖେଳୁଥିବା ଖେଳାଳି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ହୋଇଥାଏ
							
ஒத்த சொற்கள் : କେନ୍ଦ୍ର
பிற மொழிகளில் மொழிபெயர்ப்பு :
The object upon which interest and attention focuses.
His stories made him the center of the party.