பொருள் : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							எடுத்துக்காட்டு : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
ஒத்த சொற்கள் : ଡିଆଁମାରିବା, ଡେଇଁବା
பிற மொழிகளில் மொழிபெயர்ப்பு :
பொருள் : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							எடுத்துக்காட்டு : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
ஒத்த சொற்கள் : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
பொருள் : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							எடுத்துக்காட்டு : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
ஒத்த சொற்கள் : ଡେଇଁବା, ଲମ୍ଫପ୍ରଦାନ କରିବା
பிற மொழிகளில் மொழிபெயர்ப்பு :