பொருள் : କୌଣସି କର୍ମଚାରୀ କିଛି ଦିନପାଇଁ କେଉଁଠିକି ଚାଲିଯିବା ପରେ ତାଙ୍କ ସ୍ଥାନରେ କାମ କରୁଥିବା ବ୍ୟକ୍ତି
							எடுத்துக்காட்டு : 
							ଶ୍ୟାମ ଏବେ କାମଚଳା କର୍ମଚାରୀ ରୂପେ କାର୍ଯ୍ୟରତ
							
ஒத்த சொற்கள் : କାର୍ଯ୍ୟକାରୀ, କାର୍ଯ୍ୟନିର୍ବାହୀ, ସ୍ଥାନାପନ୍ନ
பிற மொழிகளில் மொழிபெயர்ப்பு :
किसी कर्मचारी के कुछ दिनों के लिए कहीं चले जाने पर उसकी जगह काम करने वाला।
श्याम अभी स्थानापन्न कर्मचारी के रूप में कार्यरत है।பொருள் : ଯେଉଁଥିରେ କୌଣସି ପ୍ରକାର କାମ କରାଯାଇପାରେ
							எடுத்துக்காட்டு : 
							ମୁଁ ଏହି ଯନ୍ତ୍ରକୁ କାମଚଳା କରିଦେଇଛି
							
பிற மொழிகளில் மொழிபெயர்ப்பு :
Ready for service or able to give long service.
Serviceable equipment.பொருள் : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
							எடுத்துக்காட்டு : 
							ଏଇଟି ସାଧାରଣ ଶାଢ଼ୀ  ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
							
ஒத்த சொற்கள் : ମାମୁଲି, ସାଧାରଣ, ସାମାନ୍ୟ
பிற மொழிகளில் மொழிபெயர்ப்பு :
Not exceptional in any way especially in quality or ability or size or degree.
Ordinary everyday objects.