பொருள் : କୌଣସି କାମ କରିବାପାଇଁ ଯାହାଙ୍କୁ ସବୁ ପ୍ରକାର ଅଧିକାର ମିଳିଛି
							எடுத்துக்காட்டு : 
							ସେଠ୍ ମୋହନଦାସ ଏହି ଅନୁଷ୍ଠାନର କର୍ତ୍ତା ଅଛନ୍ତି,କାରଣ ତାଙ୍କ ତଦାରଖରେ ହିଁ ଏହି କାର୍ଯ୍ୟ ହେଉଛି
							
பிற மொழிகளில் மொழிபெயர்ப்பு :
जिसे किसी कार्य में सब प्रकार के अधिकार प्राप्त हों।
इस अनुष्ठान के कर्ताधर्ता सेठ मोहनदासजी हैं,क्योंकि उन्हीं की देख रेख में यह कार्य हो रहा है।பொருள் : ଯେଉଁ ବ୍ୟକ୍ତି କାମ କରନ୍ତି
							எடுத்துக்காட்டு : 
							ସେ ଏହି କାର୍ଯ୍ୟର କର୍ତ୍ତା ଥିଲେ
							
பிற மொழிகளில் மொழிபெயர்ப்பு :
பொருள் : ବ୍ୟାକରଣରେ ଯେଉଁ କାରକ କ୍ରିୟାକୁ କାର୍ଯ୍ୟ କରାଏ
							எடுத்துக்காட்டு : 
							କର୍ତ୍ତାର ବିଭକ୍ତି ନେ ରାମ ଭୋଜନ କଲାରେ ରାମ କର୍ତ୍ତା
							
ஒத்த சொற்கள் : କର୍ତ୍ତା କାରକ
பிற மொழிகளில் மொழிபெயர்ப்பு :
व्याकरण में वह कारक जो क्रिया को करता है।
कर्त्ता की विभक्ति ने है।The category of nouns serving as the grammatical subject of a verb.
nominative, nominative case, subject caseபொருள் : ରଚିବା ବା ତିଆରି କରିବା ଲୋକ
							எடுத்துக்காட்டு : 
							ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବ୍ରହ୍ମା ଏହି ସଂସାରର ସୃଷ୍ଟିକର୍ତ୍ତା
							
ஒத்த சொற்கள் : ରଚୟିତା, ସୃଜନକର୍ତ୍ତା, ସୃଷ୍ଟିକର୍ତ୍ତା, ସ୍ରଷ୍ଟା
பிற மொழிகளில் மொழிபெயர்ப்பு :