பொருள் : ଏକ ବ୍ୟକ୍ତି ବା ସଂସ୍ଥାଦ୍ୱାରା ଅନ୍ୟ ବ୍ୟକ୍ତି ବା ସଂସ୍ଥାକୁ ଦିଆଯାଉଥିବା ସେବା
							எடுத்துக்காட்டு : 
							ହିନ୍ଦୁ ଧର୍ମାନୁସାରେ ମାତୃଋଣ,ପିତୃଋଣ,ଗୃହଋଣ ତଥା ଦେବଋଣ ଏହି  ଚାରୋଟି ମୁଖ୍ୟଋଣ
							
பிற மொழிகளில் மொழிபெயர்ப்பு :
एक व्यक्ति या संस्था द्वारा दूसरे व्यक्ति या संस्था को दी जाने वाली सेवा।
हिंदू धर्म के अनुसार मातृ-ऋण, पितृ-ऋण, गुरु-ऋण तथा देव-ऋण ये चार मुख्य ऋण हैं।Money or goods or services owed by one person to another.
debtபொருள் : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
							எடுத்துக்காட்டு : 
							ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି
							
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : ଯେଉଁ ଧନ କାହା ଭାଗରେ ବଳି ଯାଇଛି
							எடுத்துக்காட்டு : 
							ସେ ବ୍ୟାଙ୍କର ଦେଣା ଶୁଝି ଦେଲା
							
பிற மொழிகளில் மொழிபெயர்ப்பு :
A payment that is due (e.g., as the price of membership).
The society dropped him for non-payment of dues.பொருள் : ଗଣିତରେ ଫେଡିବା ଚିହ୍ନ
							எடுத்துக்காட்டு : 
							ଶୂନ୍ୟରୁ କମ୍ ସଂଖ୍ୟାକୁ  ଋଣଦ୍ବାରା ଚିହ୍ନିତ କରାଯାଏ, ଯଥା (-୧୫)
							
ஒத்த சொற்கள் : ଋଣାତ୍ମକ ଚିହ୍ନ
பிற மொழிகளில் மொழிபெயர்ப்பு :