பொருள் : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
							எடுத்துக்காட்டு : 
							ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
							
ஒத்த சொற்கள் : ସୂତ୍ର
பிற மொழிகளில் மொழிபெயர்ப்பு :
थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।
गुरुजी से मुझे जीवन जीने का सूत्र मिल गया।பொருள் : କୌଣସି ବିଶେଷ ପରିସ୍ଥିତିରେ ହଠାତ ମୁଣ୍ଡକୁ ଆସୁଥିବା ସ୍ପଷ୍ଟ ବିଚାର
							எடுத்துக்காட்டு : 
							ଏବେ କୌଣସି ଉପାୟ ହିଁ ଏହି ସମସ୍ୟାରୁ ରକ୍ଷା କରିପାରିବ
							
பிற மொழிகளில் மொழிபெயர்ப்பு :
किसी विशेष परिस्थिति आदि में अचानक दिमाग में आने वाला स्पष्ट विचार।
कोई सूझ ही अब हमें इस समस्या से बचा सकती है।பொருள் : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
							எடுத்துக்காட்டு : 
							ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
							
ஒத்த சொற்கள் : ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ
பிற மொழிகளில் மொழிபெயர்ப்பு :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।பொருள் : ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼ିକ ମଧ୍ୟରୁ ଯେଉଁଥିରୁ ଗୋଟିଏକୁ ଗ୍ରହଣ କରାଯାଇପାରେ
							எடுத்துக்காட்டு : 
							ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ
							
ஒத்த சொற்கள் : ବିକଳ୍ପ
பிற மொழிகளில் மொழிபெயர்ப்பு :
One of a number of things from which only one can be chosen.
What option did I have?.