பொருள் : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
							எடுத்துக்காட்டு : 
							ଶ୍ୟାମ ଆଜି ଆସିବ  ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
							
ஒத்த சொற்கள் : ଆଗମନ କରିବା, ଆସିବା, ପହଞ୍ଚିବା
பிற மொழிகளில் மொழிபெயர்ப்பு :
பொருள் : ଘଟିବା ବା ଆରମ୍ଭ ହେବା
							எடுத்துக்காட்டு : 
							ମୋତେ ନିଦ ଆସୁଛି
							
ஒத்த சொற்கள் : ଆଗମନ ହେବା, ଆରମ୍ଭ ହେବା, ଆସିବା, ଘଟିବା
பிற மொழிகளில் மொழிபெயர்ப்பு :
பொருள் : ଭିତରକୁ ଯିବା
							எடுத்துக்காட்டு : 
							ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
							
ஒத்த சொற்கள் : ଆସିବା, ପଶିବା, ପ୍ରବେଶ କରିବା, ଭିତରକୁ ଆସିବା
பிற மொழிகளில் மொழிபெயர்ப்பு :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।