பொருள் : ଉପଲବ୍ଧ ବା ସୁଲଭ କରିବା
							எடுத்துக்காட்டு : 
							କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ  ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
							
ஒத்த சொற்கள் : ପ୍ରଦାନ କରିବା, ଯୋଗାଇଦେବା
பிற மொழிகளில் மொழிபெயர்ப்பு :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।பொருள் : ବିକ୍ରି କରିବାପାଇଁ ଉପଲବ୍ଧ କରିବା
							எடுத்துக்காட்டு : 
							ଶୀତରେ କେତେକ ଦୋକାନୀ ନୂଆ ପ୍ରକାରର ଗରମ କପଡ଼ା ଉପଲବ୍ଧ କରାନ୍ତି
							
ஒத்த சொற்கள் : ବିକ୍ରିପାଇଁ ଗଚ୍ଛିତ କରିବା, ବିକ୍ରିପାଇଁ ମହଜୁଦ କରିବା, ବିକ୍ରିପାଇଁ ରଖିବା
பிற மொழிகளில் மொழிபெயர்ப்பு :
*बेचने के लिए उपलब्ध कराना।
जाड़े में कुछ दुकानदार नए-नए प्रकार के गर्म कपड़े उपलब्ध कराते हैं।