பொருள் : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ
							எடுத்துக்காட்டு : 
							ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
							
ஒத்த சொற்கள் : କଲୋନୀ
பிற மொழிகளில் மொழிபெயர்ப்பு :
(microbiology) a group of organisms grown from a single parent cell.
colonyபொருள் : ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା
							எடுத்துக்காட்டு : 
							ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା
							
பிற மொழிகளில் மொழிபெயர்ப்பு :
एक स्थान से दूसरे स्थान पर जाकर बसने की क्रिया।
अंग्रेजों का भारत में उपनिवेश उस समय हुआ जब भारत छोटे-छोटे राज्यों में विभक्त था।The movement of persons from one country or locality to another.
migrationபொருள் : ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି
							எடுத்துக்காட்டு : 
							ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ
							
பிற மொழிகளில் மொழிபெயர்ப்பு :
பொருள் : ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର
							எடுத்துக்காட்டு : 
							ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ
							
பிற மொழிகளில் மொழிபெயர்ப்பு :
பொருள் : ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି
							எடுத்துக்காட்டு : 
							ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ
							
ஒத்த சொற்கள் : କଲୋନି
பிற மொழிகளில் மொழிபெயர்ப்பு :