பொருள் : ଦେବାଦେବୀଙ୍କ ଉପରେ ସମର୍ପଣ କରାଯାଉଥିବା ସାମଗ୍ରୀ
							எடுத்துக்காட்டு : 
							ତିରୁପତି ମନ୍ଦିରରେ ସବୁଠାରୁ ଅଧିକ ଉତ୍ସର୍ଗ କରାଯାଉଛି
							
பிற மொழிகளில் மொழிபெயர்ப்பு :
The offerings of the congregation at a religious service.
offertoryபொருள் : ବଳି ଦେବା କାର୍ଯ୍ୟ
							எடுத்துக்காட்டு : 
							ସେ ମନ୍ଦିରରେ ଛେଳି ବଳି ଦେଲା
							
பிற மொழிகளில் மொழிபெயர்ப்பு :
பொருள் : କାହାରି ମଙ୍ଗଳ କାମନାକରି ଧନ ବା କୌଣସି ବସ୍ତୁ ତାହାର ମୁଣ୍ଡରେ ବୁଲାଇ ଦାନ କରିବା ବା କେଉଁଠି ରଖି ଆସିବାର ପ୍ରକ୍ରିୟା
							எடுத்துக்காட்டு : 
							ଅମନ ଲଣ୍ଡା ହେବାପରେ ତା ଜେଜେ ହଜାରେ ଟଙ୍କା ଉତ୍ସର୍ଗ କଲେ
							
பிற மொழிகளில் மொழிபெயர்ப்பு :
பொருள் : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
							எடுத்துக்காட்டு : 
							ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
							
ஒத்த சொற்கள் : ତ୍ୟାଗ, ପରିତ୍ୟାଗ, ପରିବର୍ଜନ
பிற மொழிகளில் மொழிபெயர்ப்பு :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciation