பொருள் : ଯିଏ କିଛି ଅପରାଧ କରିଛି
							எடுத்துக்காட்டு : 
							ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
							
பிற மொழிகளில் மொழிபெயர்ப்பு :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।பொருள் : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
							எடுத்துக்காட்டு : 
							ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
							
ஒத்த சொற்கள் : ଅସମିଆ
பிற மொழிகளில் மொழிபெயர்ப்பு :
பொருள் : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
							எடுத்துக்காட்டு : 
							ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
							
பொருள் : ଆସାମରେ ରହିବା ବ୍ୟକ୍ତି
							எடுத்துக்காட்டு : 
							ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି