பொருள் : ନାଟକରେ କୌଣସି ପାତ୍ରର ଅଭିନୟ
							எடுத்துக்காட்டு : 
							ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି  ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
							
ஒத்த சொற்கள் : ପାର୍ଟ୍, ଭୂମିକା
பிற மொழிகளில் மொழிபெயர்ப்பு :
An actor's portrayal of someone in a play.
She played the part of Desdemona.பொருள் : ଅନ୍ୟ ବ୍ୟକ୍ତିମାନଙ୍କର ଭାଷଣ, ଚେଷ୍ଟାଆଦିକୁ କିଛି ସମୟପାଇଁ ଅନୁକରଣ କରିବାର କ୍ରିୟା, ଯାହା ନାଟକଆଦିରେ ହୁଏ
							எடுத்துக்காட்டு : 
							ଏହି ନାଟକରେ ରାମର ଅଭିନୟ ବହୁତ ପ୍ରଶଂସନୀୟ ଥିଲା
							
பிற மொழிகளில் மொழிபெயர்ப்பு :
பொருள் : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
							எடுத்துக்காட்டு : 
							ସେ ବେମାର ହେବାର ନାଟକ କରୁଛି
							
பிற மொழிகளில் மொழிபெயர்ப்பு :
The act of giving a false appearance.
His conformity was only pretending.