பொருள் : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ
							எடுத்துக்காட்டு : 
							ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ
							
பிற மொழிகளில் மொழிபெயர்ப்பு :
பொருள் : ଦୋଷୀ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ  ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
							
ஒத்த சொற்கள் : ଦୋଷ
பிற மொழிகளில் மொழிபெயர்ப்பு :
பொருள் : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
							எடுத்துக்காட்டு : 
							ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
							
ஒத்த சொற்கள் : ଭୁଲ୍
பிற மொழிகளில் மொழிபெயர்ப்பு :
பொருள் : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ
							எடுத்துக்காட்டு : 
							ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ