பொருள் : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
							எடுத்துக்காட்டு : 
							ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
							
ஒத்த சொற்கள் : ପ୍ରତ୍ୟକ୍ଷଦର୍ଶୀ
பிற மொழிகளில் மொழிபெயர்ப்பு :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।பொருள் : ଯିଏ ଭୋଗ କରିସାରିଛି ବା ଭୋଗକାରୀ
							எடுத்துக்காட்டு : 
							ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
							
ஒத்த சொற்கள் : ଭୁକ୍ତଭୋଗୀ, ଭୋଗୀ
பிற மொழிகளில் மொழிபெயர்ப்பு :
Having experience. Having knowledge or skill from observation or participation.
experienced, experientபொருள் : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
							எடுத்துக்காட்டு : 
							ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
							
ஒத்த சொற்கள் : ଜଣାଶୁଣା
பிற மொழிகளில் மொழிபெயர்ப்பு :
Having experience. Having knowledge or skill from observation or participation.
experienced, experientபொருள் : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ
							எடுத்துக்காட்டு : 
							ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ
							
பிற மொழிகளில் மொழிபெயர்ப்பு :