பொருள் : ଦୃଢ଼ତାପୂର୍ବକ ତଥା ନିରନ୍ତର କୌଣସି କାମରେ ଲାଗି ରହିବାର କ୍ରିୟା
							எடுத்துக்காட்டு : 
							ଏକଲବ୍ୟ ଅଧ୍ୟବସାୟଦ୍ୱାରା ଧନୁର୍ବିଦ୍ୟାରେ ଅତ୍ୟଧିକ ନିପୁଣ ହୋଇଯାଇଥିଲା
							
பிற மொழிகளில் மொழிபெயர்ப்பு :
Persevering determination to perform a task.
His diligence won him quick promotions.பொருள் : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
							எடுத்துக்காட்டு : 
							ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
							
ஒத்த சொற்கள் : ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
பிற மொழிகளில் மொழிபெயர்ப்பு :
Persevering determination to perform a task.
His diligence won him quick promotions.