பொருள் : ଗୁପ୍ତ ରୂପରେ ରଖୁଥିବା ଲୋକ
							எடுத்துக்காட்டு : 
							ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
							
பிற மொழிகளில் மொழிபெயர்ப்பு :
With your identity concealed.
incognitoபொருள் : ଯେ ଲୁଚି ରହିଛି
							எடுத்துக்காட்டு : 
							ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
							
ஒத்த சொற்கள் : ଅପ୍ରକାଶ, ଗୁପ୍ତ, ଲୁଚାଛପା
பிற மொழிகளில் மொழிபெயர்ப்பு :
जो छिपा हुआ हो।
उसने इस मामले से संबंधित एक गुप्त बात बताई।பொருள் : ଯାହା ଜ୍ଞାତ ବା ଜଣା ନୁହେଁ
							எடுத்துக்காட்டு : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
பிற மொழிகளில் மொழிபெயர்ப்பு :
பொருள் : ଯିଏ ପରିଚିତ ନୁହେଁ
							எடுத்துக்காட்டு : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
ஒத்த சொற்கள் : ଅଚିହ୍ନା, ଅପରିଚିତ
பிற மொழிகளில் மொழிபெயர்ப்பு :
Unaware because of a lack of relevant information or knowledge.
He was completely ignorant of the circumstances.