பொருள் : ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା କୋଳାହଳ ଏବଂ ଧାଁ ଦୌଡ଼
							எடுத்துக்காட்டு : 
							ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
							
ஒத்த சொற்கள் : ହୋ-ହାଲା
பிற மொழிகளில் மொழிபெயர்ப்பு :
பொருள் : ଚଞ୍ଚଳ ବା ଆତୁରତା କାରଣରୁ ହେଉଥିବା ଅସ୍ଥିରଭାବ
							எடுத்துக்காட்டு : 
							ଅଚାନକ ନିଆଁ ଲାଗିଯିବା ଫଳରେ ହଇଚଇ ପଡ଼ିଗଲା
							
ஒத்த சொற்கள் : ହରବର
பிற மொழிகளில் மொழிபெயர்ப்பு :
जल्दी या उतावलेपन के कारण होनेवाली घबराहट।
अचानक आग लगने पर हड़बड़ी मच गई।பொருள் : ଲୋକଙ୍କ ମଧ୍ୟରେ ହଇଚଇ ବା ଡର ସୃଷ୍ଟି କରୁଥିବା ଅବସ୍ଥା
							எடுத்துக்காட்டு : 
							ଗୁଳି ଚାଲିବା ମାତ୍ରେ ବଜାରରେ ଆତଙ୍କ ଖେଳିଗଲା
							
ஒத்த சொற்கள் : ଆତଙ୍କ
பிற மொழிகளில் மொழிபெயர்ப்பு :