பொருள் : ଯେ ନିଜର ଅଧିକାରକୁ ନିଜ ଇଚ୍ଛା ଅନୁସାରେ ଉପଯୋଗ କରେ
							எடுத்துக்காட்டு : 
							ଏହି କମ୍ପାନୀର ମାଲିକ ଜଣେ ସ୍ୱେଚ୍ଛାଚାରୀ, ସେ କର୍ମଚାରୀଙ୍କର କୌଣସି କଥା ଶୁଣେ ନାହିଁ  ହିଟଲର୍ ଜଣେ ବହୁତ ବଡ଼ ସ୍ୱେଚ୍ଛାଚାରୀ ଥିଲେ
							
பிற மொழிகளில் மொழிபெயர்ப்பு :
वह जो अपने अधिकारों का बहुत मनमाना उपयोग करे।
इस कंपनी का मालिक तानाशाह है वह कर्मचारियों की एक भी नहीं सुनता है।பொருள் : ନିଜ ଇଚ୍ଛା ଅନୁସାରେ ସମସ୍ତ କାମ କରିପାରୁଥିବା ଲୋକ
							எடுத்துக்காட்டு : 
							କିଛି ଲୋକ ସ୍ୱଚ୍ଛନ୍ଦ ଜୀବନଯାପନ ପସନ୍ଦ କରନ୍ତି
							
ஒத்த சொற்கள் : ଇଚ୍ଛାନୁବର୍ତ୍ତି, ସ୍ୱଚ୍ଛନ୍ଦ, ସ୍ୱତନ୍ତ୍ର, ସ୍ୱାଧୀନ
பிற மொழிகளில் மொழிபெயர்ப்பு :
अपनी इच्छा के अनुसार सब काम कर सकने वाला।
कुछ लोग स्वच्छंद जीवन जीना चाहते हैं।பொருள் : ଯାହା ନିଜ ଇଛାନୁସାରେ ହୋଇଥାଏ
							எடுத்துக்காட்டு : 
							ଜଣେ ବଡ଼ ଅଧିକାରୀ ତାଙ୍କ ବିଭାଗରେ କେତେକ ମନମୁଖୀ ନିଯୁକ୍ତି କରିଛନ୍ତି  ମନମୁଖୀ ନିଯୁକ୍ତିଗୁଡ଼ିକର ଯାଞ୍ଚ ହେବା ଦରକାର
							
ஒத்த சொற்கள் : ମନମୁଖୀ
பிற மொழிகளில் மொழிபெயர்ப்பு :
Determined by chance or impulse or whim rather than by necessity or reason.
A capricious refusal.