பொருள் : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି  ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
							
ஒத்த சொற்கள் : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ପ୍ରସନ୍ନତା
பிற மொழிகளில் மொழிபெயர்ப்பு :
A state of no motion or movement.
The utter motionlessness of a marble statue.பொருள் : ଦୃଢ଼ ହେବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
							
ஒத்த சொற்கள் : ଦୃଢ଼ତା
பிற மொழிகளில் மொழிபெயர்ப்பு :
The trait of being resolute.
His resoluteness carried him through the battle.