பொருள் : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
							எடுத்துக்காட்டு : 
							ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
							
ஒத்த சொற்கள் : ସହଭାଗିତା, ସହଯୋଗିତା ସହକାରିତା
பிற மொழிகளில் மொழிபெயர்ப்பு :
Joint operation or action.
Their cooperation with us was essential for the success of our mission.பொருள் : କୌଣସି କାର୍ଯ୍ୟରେ ଏପରି ଯୋଗଦେବା କ୍ରିୟା ଯାହାଦ୍ୱାରା ସେହି କାର୍ଯ୍ୟ ଶିଘ୍ର ଓ ଠିକ୍ ରୂପରେ ହୋଇପାରିବ
							எடுத்துக்காட்டு : 
							ଏହି କାମ କରିବାପାଇଁ ସେ ମୋତେ ସାହାଯ୍ୟ କଲା
							
ஒத்த சொற்கள் : ସହାୟତା, ସାହାଯ୍ୟ
பிற மொழிகளில் மொழிபெயர்ப்பு :
The activity of contributing to the fulfillment of a need or furtherance of an effort or purpose.
He gave me an assist with the housework.