பொருள் : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
							எடுத்துக்காட்டு : 
							ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
							
ஒத்த சொற்கள் : ଅଧିସ୍ଥାପନା, ଗଠନ, ନିର୍ମାଣ, ସ୍ଥାପନା
பிற மொழிகளில் மொழிபெயர்ப்பு :