பொருள் : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
							எடுத்துக்காட்டு : 
							ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
							
ஒத்த சொற்கள் : ଆଦର କରିବା, ସ୍ନେହ କରିବା
பிற மொழிகளில் மொழிபெயர்ப்பு :
பொருள் : ପ୍ରେମ ପ୍ରକଟ କରିବା
							எடுத்துக்காட்டு : 
							ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
							
ஒத்த சொற்கள் : ଭଲ ପାଇବା, ସ୍ନେହ କରିବା
பிற மொழிகளில் மொழிபெயர்ப்பு :