பொருள் : କିଛି ତରଳ ପଦାର୍ଥକୁ କୌଣସି ବସ୍ତୁ ଉପରେ ଏପରି ଲଗାଇବା ଯାହା ତା ଉପରେ ଲାଗିରହିବ
							எடுத்துக்காட்டு : 
							ଦିପାବଳୀ ସମୟରେ ଘରକୁ ରଙ୍ଗରେ ଲିପାଯାଇଥାଏ
							
பிற மொழிகளில் மொழிபெயர்ப்பு :
कोई घोल किसी वस्तु पर इस प्रकार लगाना कि वह उस पर बैठ या जम जाए।
दिवाली के समय घर को रंगों आदि से पोतते हैं।பொருள் : କୌଣସି ଆର୍ଦ୍ର ପଦାର୍ଥର ପତଳା ଲେପ ଦେବା
							எடுத்துக்காட்டு : 
							ଖଳାଟି ଗୋବରରେ ଲିପା ଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ଏକ ବସ୍ତୁର ଉପର ସ୍ତରରେ ଅନ୍ୟ ଏକ ବସ୍ତୁର ପ୍ରସାରଣ
							எடுத்துக்காட்டு : 
							ହିନ୍ଦୁମାନଙ୍କ ବିବାହ ଅବସରରେ ବର, କନ୍ୟାଙ୍କ ଶରୀରରେ ହଳଦୀ ଲଗାଯାଏ
							
ஒத்த சொற்கள் : ଲଗେଇବା
பிற மொழிகளில் மொழிபெயர்ப்பு :