பொருள் : ଆଉଥରେ ବା ଦ୍ୱିତୀୟଥର ଆସିବାର ପ୍ରକ୍ରିୟା
							எடுத்துக்காட்டு : 
							ଅତିଥିଙ୍କ ଲେଉଟଣ ଫଳରେ ଗୃହ ସଦସ୍ୟମାନଙ୍କ ମନ ମରିଗଲା
							
ஒத்த சொற்கள் : ପୁନରାଗମନ, ପ୍ରତ୍ୟାବର୍ତ୍ତନ
பிற மொழிகளில் மொழிபெயர்ப்பு :
फिर से आने या दोबारा आने की क्रिया।
अतिथि के पुनरागमन से गृह सदस्यों का मुँह लटक गया।பொருள் : ଫେରିବାର ଅବସ୍ଥା ବା ଭାବ
							எடுத்துக்காட்டு : 
							ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
							
ஒத்த சொற்கள் : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟା, ଲେଉଟାଣ, ଲେଉଟାଣି