பொருள் : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							எடுத்துக்காட்டு : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
பிற மொழிகளில் மொழிபெயர்ப்பு :
பொருள் : ବୋଝ ବା ଭାର ଉପରକୁ ନେବା
							எடுத்துக்காட்டு : 
							ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
							
பிற மொழிகளில் மொழிபெயர்ப்பு :
பொருள் : କାହାରି ଉପରେ କୌଣସି ବସ୍ତୁ ରଖିବା
							எடுத்துக்காட்டு : 
							ଚାକର ଟ୍ରାକ୍ଟର ଉପରେ ଶସ୍ୟ ବସ୍ତାଗୁଡ଼ିକ ଲଦିଲା
							
பிற மொழிகளில் மொழிபெயர்ப்பு :
பொருள் : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							எடுத்துக்காட்டு : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
							எடுத்துக்காட்டு : 
							ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
							
பிற மொழிகளில் மொழிபெயர்ப்பு :