பொருள் : କୌଣସି ବସ୍ତୁକୁ ଲକ୍ଷ୍ୟ କରି ତା ଉପରେ ଆଘାତ କରିବାର ପ୍ରକ୍ରିୟା
							எடுத்துக்காட்டு : 
							ଶିକାରୀର ଲକ୍ଷ୍ୟ ଭ୍ରଷ୍ଟ ହେଲା
							
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କୌଣସି କଥା କୁହାଯାଏ
							எடுத்துக்காட்டு : 
							ସେ ମୋତେ ତାଙ୍କ ଲକ୍ଷ୍ୟରେ ରଖିଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଯାହା ଉପରେ ନିର୍ଦ୍ଦେଶ କରାଯାଇଛି
							எடுத்துக்காட்டு : 
							ଆପଣଙ୍କ ଲକ୍ଷ୍ୟ କେଉଁଠି?
							
பிற மொழிகளில் மொழிபெயர்ப்பு :
பொருள் : ଯାହାକୁ କୌଣସି ଉଦ୍ଦେଶ୍ୟରେ ଦୃଷ୍ଟି ରଖାଯାଏ ବା ଉଦ୍ଦିଷ୍ଟ ପଦାର୍ଥ ବା କଥା
							எடுத்துக்காட்டு : 
							ଏ ବର୍ଷ ଧାନ ଉତ୍ପାଦନର ଲକ୍ଷ୍ୟ ଦଶ ଲକ୍ଷ ଟନ୍ ରଖାଯାଇଛି
							
பிற மொழிகளில் மொழிபெயர்ப்பு :
பொருள் : ଭାବନା ଆଦିରେ ଆସିବା ଅବା ନଜର ଉପରକୁ ଆସିବାର କ୍ରିୟା ବା ଭାବ
							எடுத்துக்காட்டு : 
							ଆତଙ୍କବାଦୀମାନଙ୍କ ନଜରରେ କିଛି ପ୍ରମୁଖ ଦେଶ ରହିଛି
							
பிற மொழிகளில் மொழிபெயர்ப்பு :