பொருள் : ନିଜନିଜ ଭିତରେ ଏପରି ମିଶିବା ଯେପରି ଦୁଇଜଣଙ୍କର ପାର୍ଶ୍ୱ ବା ତଳ ପରସ୍ପର ସହ ଲାଗିଯିବ
							எடுத்துக்காட்டு : 
							ପିଲାଟି ଡରିକରି  ତା’ ମାର ଛାତିକୁ ଜାବୁଡ଼ି ଧଇଲା  ଶଲ୍ୟ ଚିକିତ୍ସାଦ୍ୱାରା ତାର କଟା ହୋଇଥିବା ଆଙ୍ଗୁଳି ଯୋଡ଼ି ହୋଇଗଲା
							
ஒத்த சொற்கள் : ଜାବୁଡ଼ି ଧରିବା, ମିଶିଯିବା, ଲାଗିବା
பிற மொழிகளில் மொழிபெயர்ப்பு :
பொருள் : କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ
							எடுத்துக்காட்டு : 
							ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା
							
ஒத்த சொற்கள் : ଲାଗିଯିବା, ସଂଯୁକ୍ତ ହେବା, ସଂଲଗ୍ନ ହେବା
பிற மொழிகளில் மொழிபெயர்ப்பு :
कुछ वस्तुओं का इस प्रकार परस्पर मिलना या सटना कि एक का अंग या तल दूसरी के साथ लग या चिपक जाए।
इस कुर्सी का टूटा हुआ हत्था जुड़ गया।