பொருள் : କାହାରି ଆକୃତିର ଗଢ଼ାଯାଇଥିବା ଅନୁରୂପ ଆକୃତି
							எடுத்துக்காட்டு : 
							ସେ ଯେକୌଣସି ପ୍ରକାରର ମୂର୍ତ୍ତି ତିଆରି କରିପାରେ
							
ஒத்த சொற்கள் : ପ୍ରତିମା, ପ୍ରତିମୂର୍ତ୍ତି
பிற மொழிகளில் மொழிபெயர்ப்பு :
A sculpture representing a human or animal.
statueபொருள் : କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ
							எடுத்துக்காட்டு : 
							ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ
							
ஒத்த சொற்கள் : ଆକାର, ଆକୃତି, ରୂପ, ରୂପରେଖ, ସ୍ୱରୂପ
பிற மொழிகளில் மொழிபெயர்ப்பு :
किसी वस्तु की वे बाहरी और दृश्य बातें जिनसे उसकी लम्बाई, चौड़ाई, प्रकार, स्वरूप आदि का ज्ञान होता है।
द्रव की कोई निश्चित आकृति नहीं होती।பொருள் : କୌଣସି ଦେବୀ ବା ଦେବତାଙ୍କର ମୂର୍ତ୍ତି
							எடுத்துக்காட்டு : 
							ଆଜି ମନ୍ଦିରରେ ପ୍ରତିମା ପ୍ରତିଷ୍ଠା କରାଯିବ
							
ஒத்த சொற்கள் : ଦେବପ୍ରତିମା, ପ୍ରତିମା, ପ୍ରତିମୂର୍ତ୍ତି, ବିଗ୍ରହ
பிற மொழிகளில் மொழிபெயர்ப்பு :
A material effigy that is worshipped.
Thou shalt not make unto thee any graven image.