பொருள் : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
							எடுத்துக்காட்டு : 
							ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
							
பிற மொழிகளில் மொழிபெயர்ப்பு :
பொருள் : ଯେତିକି ବସ୍ତୁ ମୁଠାଭିତରେ ରହିପାରିବ
							எடுத்துக்காட்டு : 
							ସେ ତିନି ଚାରି ମୁଠା ଚାଉଳ ବାହାରକରି ଭିକାରୀକୁ ଦେଲେ
							
ஒத்த சொற்கள் : ମୁଠି
பிற மொழிகளில் மொழிபெயர்ப்பு :
பொருள் : ଚାପିବା, କଷିବା ଆଦିର ଉପକରଣ
							எடுத்துக்காட்டு : 
							ବହିବନ୍ଧାଳୀ ଚାପୁଆଣିରେ ଚାପି ବହିର ପୃଷ୍ଠା କାଟେ
							
ஒத்த சொற்கள் : ଚାପୁଆଣି
பிற மொழிகளில் மொழிபெயர்ப்பு :
பொருள் : ଧରିବାର କାର୍ଯ୍ୟ
							எடுத்துக்காட்டு : 
							ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
							
பிற மொழிகளில் மொழிபெயர்ப்பு :