பொருள் : ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
							எடுத்துக்காட்டு : 
							ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
							
பிற மொழிகளில் மொழிபெயர்ப்பு :
பொருள் : ଭ୍ରଷ୍ଟାଚାର ଯୋଗ୍ୟ
							எடுத்துக்காட்டு : 
							ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
							
ஒத்த சொற்கள் : ବ୍ୟଭିଚାରୀ
பிற மொழிகளில் மொழிபெயர்ப்பு :
Capable of being corrupted.
Corruptible judges.பொருள் : ଖରାପ ବା ନିନ୍ଦନୀୟ ଚରିତ୍ରର
							எடுத்துக்காட்டு : 
							ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
							
ஒத்த சொற்கள் : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ
பிற மொழிகளில் மொழிபெயர்ப்பு :
Unrestrained by convention or morality.
Congreve draws a debauched aristocratic society.பொருள் : ଭ୍ରଷ୍ଟାଚାର ସମ୍ବନ୍ଧୀୟ
							எடுத்துக்காட்டு : 
							ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
							
பிற மொழிகளில் மொழிபெயர்ப்பு :