பொருள் : ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍ ଭଲ
							எடுத்துக்காட்டு : 
							ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍
							
ஒத்த சொற்கள் : ଅବିମିଶ୍ରିତ, ଅମିଶ୍ରିତ, ଅସଲି, ଖାଣ୍ଟି, ବିଶୁଦ୍ଧ, ଶୁଦ୍ଧ
பிற மொழிகளில் மொழிபெயர்ப்பு :
Free of extraneous elements of any kind.
Pure air and water.பொருள் : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
							எடுத்துக்காட்டு : 
							ଆଜିର ପାଗ ବହୁତ ବଢ଼ିଆ
							
ஒத்த சொற்கள் : ଭଲ, ମନୋରମ, ସୁନ୍ଦର
பிற மொழிகளில் மொழிபெயர்ப்பு :
Having great beauty and splendor.
A glorious spring morning.பொருள் : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
							எடுத்துக்காட்டு : 
							ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
							
ஒத்த சொற்கள் : ଭଲ
பிற மொழிகளில் மொழிபெயர்ப்பு :
பொருள் : ବହୁତ ବଢ଼ିଆ
							எடுத்துக்காட்டு : 
							ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
							
ஒத்த சொற்கள் : ଅତିଉତ୍ତମ, ବହୁତ ଭଲ, ଭଲ
பிற மொழிகளில் மொழிபெயர்ப்பு :
Very good. Of the highest quality.
Made an excellent speech.பொருள் : ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ
							எடுத்துக்காட்டு : 
							ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
							
பிற மொழிகளில் மொழிபெயர்ப்பு :
பொருள் : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
							எடுத்துக்காட்டு : 
							ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
							
பிற மொழிகளில் மொழிபெயர்ப்பு :
Having desirable or positive qualities especially those suitable for a thing specified.
Good news from the hospital.பொருள் : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
							எடுத்துக்காட்டு : 
							ଆଜି ସଚିନ୍ ଭଲ ଖେଳିଲା
							
ஒத்த சொற்கள் : ଭଲ
பிற மொழிகளில் மொழிபெயர்ப்பு :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।