பொருள் : କୌଣସି ବିଷୟକୁ ବିସ୍ତାରିତଭାବରେ ବର୍ଣ୍ଣନା କରିବା
							எடுத்துக்காட்டு : 
							ଶିକ୍ଷକ କବୀରଙ୍କ ଦୋହା ବ୍ୟାଖ୍ୟା କରୁଛନ୍ତି
							
ஒத்த சொற்கள் : ବିଶ୍ଳେଷଣ କରିବା, ବିସ୍ତାରିତ ଭାବେ ବର୍ଣ୍ଣନାକରିବା, ବୁଝେଇବା
பிற மொழிகளில் மொழிபெயர்ப்பு :
किसी विषय का कुछ विस्तार से वर्णन करना।
गुरुजी कबीर के दोहे की व्याख्या कर रहे हैं।பொருள் : ଅର୍ଥ କରିବା
							எடுத்துக்காட்டு : 
							ଆପଣ ମୋ କଥାର ପୁରାପୁରି ଠିକ ଅର୍ଥ ବାହାରକଲେ
							
ஒத்த சொற்கள் : ଅର୍ଥ ବାହାରକରିବା
பிற மொழிகளில் மொழிபெயர்ப்பு :