பொருள் : ଉଦ୍ଦେଶ୍ୟର ଅଭାବ
							எடுத்துக்காட்டு : 
							ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
							
ஒத்த சொற்கள் : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ
பொருள் : ଯାହା କଲେ ଲାଭ ହୁଏନାହିଁ
							எடுத்துக்காட்டு : 
							ବେକାର କାମ କରିବା  କେବଳ ମୂର୍ଖତା ହିଁ ହେବ
							
பிற மொழிகளில் மொழிபெயர்ப்பு :
Having no beneficial use or incapable of functioning usefully.
A kitchen full of useless gadgets.பொருள் : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							எடுத்துக்காட்டு : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
ஒத்த சொற்கள் : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର
பிற மொழிகளில் மொழிபெயர்ப்பு :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.பொருள் : ଯାହାର କୌଣସି ଫଳ ବା ପରିଣାମ ନାହିଁ
							எடுத்துக்காட்டு : 
							ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
							
ஒத்த சொற்கள் : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବିଫଳ
பிற மொழிகளில் மொழிபெயர்ப்பு :
Not successful. Having failed or having an unfavorable outcome.
unsuccessful