பொருள் : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା
							எடுத்துக்காட்டு : 
							ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି
							
ஒத்த சொற்கள் : ଖେଳେଇ ହେବା, ପ୍ରସାରିତ ହେବା, ବ୍ୟାପ୍ତହେବା
பிற மொழிகளில் மொழிபெயர்ப்பு :
* में या ऊपर फैलना या व्याप्त होना।
तेल की बूँदें जल के ऊपर फैल रहीं हैं।பொருள் : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା
							எடுத்துக்காட்டு : 
							ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି
							
ஒத்த சொற்கள் : ବିସ୍ତୃତହେବା, ବ୍ୟାପିବା, ବ୍ୟାପ୍ତହେବା
பிற மொழிகளில் மொழிபெயர்ப்பு :
* दूरी, जगह, समय आदि का अंतराल या फासले में फैला होना।
भारत काश्मीर से कन्याकुमारी तक फैला हुआ है।பொருள் : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
							எடுத்துக்காட்டு : 
							ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
							
ஒத்த சொற்கள் : ଗମନ କରିବା, ଚାଲିବା, ଦୌଡିବା, ବିସ୍ତୃତ ହେବା, ଯିବା
பிற மொழிகளில் மொழிபெயர்ப்பு :